ପ୍ରଣବ ପଟ୍ଟନାୟକଙ୍କୁ ମିଳିଲା ‘ଜୟଦେବ’ ସମ୍ମାନ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ୨୮ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହି ଅବସରରେ ଚଳିତ ଥର ୨୭ଟି ଭିନ୍ନ ଭିନ୍ନ ବିଭାଗରେ କଳାକାର ଓ ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛିା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ କୌଣସି କଣ୍ଠଶିଳ୍ପୀଙ୍କୁ ମର୍ଯାଦାଜନକ … Continue reading ପ୍ରଣବ ପଟ୍ଟନାୟକଙ୍କୁ ମିଳିଲା ‘ଜୟଦେବ’ ସମ୍ମାନ